ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁରଟରେ ହରଘର ତିରଙ୍ଗା ଅଭିଯାନ ପାଇଁ ଗର୍ବ ଅନୁଭବ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 AUG 2024 8:08PM by PIB Bhubaneswar

 

ସୁରଟରେହରଘର ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ଜନସାଧାରଣଙ୍କ ଉତ୍ସାହ ଦେଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗର୍ବ ଅନୁଭବ କରିଛନ୍ତି

ହର୍ଷ ସାଙ୍ଗଭୀଙ୍କ ଦ୍ୱାରା ଏକ୍ସ ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ପ୍ରତିକ୍ରିୟା ଦେଇ ସେ ଲେଖିଛନ୍ତି:

ସୁରଟ ସବୁକିଛି ଉତ୍ସାହର ସହ କରେ ଏବଂ # HarGharTiranga ଏଥିରୁ ବାଦ୍ ପଡ଼ିନାହିଁ! ସୁରଟୀ ଉତ୍ସାହ ପାଇଁ ଗର୍ବିତ

SR


(ରିଲିଜ ଆଡି: 2044708) ପରିଦର୍ଶକ କାଉଣ୍ଟର : 100