ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସସି/ଏସଟି ସାଂସଦଙ୍କ ପ୍ରତିନିଧି ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 AUG 2024 1:58PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସ/ଏସଟି ସାଂସଦଙ୍କ ଏକ ପ୍ରତିନିଧି ଦଳକୁ ଭେଟିବା ସହ ଏସ/ଏସଟି ସମ୍ପ୍ରଦାୟକୁ ସଶକ୍ତ କରିବା ସହ ସେମାନଙ୍କ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।
ଶ୍ରୀ ମୋଦୀ ଏକ ଏକ୍ସ ପୋଷ୍ଟରେ ଲେଖିଛନ୍ତି:
“ଆଜି ଏସ/ଏସଟି ସାଂସଦଙ୍କ ଏକ ପ୍ରତିନିଧି ଦଳକୁ ଭେଟିଲି । ଏସ/ଏସଟି ସମ୍ପ୍ରଦାୟର ସଶକ୍ତିକରଣ ଏବଂ କଲ୍ୟାଣ ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଇଲି ।”
SR
(ରିଲିଜ ଆଡି: 2043584)
ପରିଦର୍ଶକ କାଉଣ୍ଟର : 70
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Hindi_MP
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam