ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଆସାମର ଚାରାଇଦେଓ ସ୍ଥିତ ମୈଦାମ୍ ସାମିଲ ହୋଇଥିବାରୁ ଖୁସି ଓ ଗର୍ବ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 JUL 2024 2:50PM by PIB Bhubaneshwar

ଆସାମର ଚାରାଇଦେଓ ମୈଦାମ୍କୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ଏବଂ ଗର୍ବ ପ୍ରକାଶ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ, ଏହା ଭାରତ ପାଇଁ ଅତ୍ୟନ୍ତ ଆନନ୍ଦ ଗର୍ବର ବିଷୟ

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଚାରାଇଦେଓରେ ଥିବା ମୈଦାମ୍ ଗୌରବମୟ ଆହୋମ ସଂସ୍କୃତି ନିଦର୍ଶନ, ଯାହା ପୂର୍ବପୁରୁଷମାନଙ୍କୁ ଅତ୍ୟଧିକ ସମ୍ମାନ ଦେଇଥାଏ

ଉପରୋକ୍ତ ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକା ବିଷୟରେ ୟୁନେସ୍କୋର ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଭାରତ ପାଇଁ ଅତ୍ୟନ୍ତ ଆନନ୍ଦ ଗର୍ବର ବିଷୟ !

ଚାରାଇଦେଓରେ ଥିବା ମୈଦାମ୍ ଗୌରବମୟ ଆହୋମ ସଂସ୍କୃତିର ନିଦର୍ଶନ, ଯାହା ପୂର୍ବପୁରୁଷମାନଙ୍କୁ ଅତ୍ୟଧିକ ସମ୍ମାନ ଦେଇଥାଏ ମୁଁ ଆଶା କରୁଛି ମହାନ ଅହୋମ ନିୟମ ଏବଂ ସଂସ୍କୃତି ବିଷୟରେ ଅଧିକ ଲୋକ ଜାଣିପାରିବେ

ଆନନ୍ଦିତ ଯେ ମୈଦାମ୍ ବିଶ୍ୱ ଐତିହ୍ୟ ତାଲିକାରେ ଯୋଗ ଦେଇଛନ୍ତି

 

SR


(ରିଲିଜ ଆଡି: 2037730) ପରିଦର୍ଶକ କାଉଣ୍ଟର : 85