ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭିଏତନାମର ନେତା ଙ୍ଗୁୟେନ ଫୁ ତ୍ରୋଙ୍ଗ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
19 JUL 2024 9:06PM by PIB Bhubaneshwar
ଭିଏତନାମ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଚିବ ଙ୍ଗୁୟେନ ଫୁ ତ୍ରୋଙ୍ଗଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
“ଭିଏତନାମୀ ନେତା ତଥା ସାଧାରଣ ସଚିବ ଙ୍ଗୁୟେନ ଫୁ ତ୍ରୋଙ୍ଗଙ୍କ ପରଲୋକ ଖବର ଶୁଣି ଦୁଃଖିତ । ପରଲୋକଗତ ନେତାଙ୍କୁ ଆମର ଶ୍ରଦ୍ଧାଞ୍ଜଳି । ଆମର ଗଭୀର ସମବେଦନା ଜଣାଇବା ସହ ଏଭଳି ଦୁଃଖର ସମୟରେ ଭିଏତନାମର ଲୋକଙ୍କ ସହ ଆମେ ଦୃଢ଼ତାର ସହ ଅଛୁ” ।
SR
(ରିଲିଜ ଆଡି: 2035894)
ପରିଦର୍ଶକ କାଉଣ୍ଟର : 80
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam