ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମନ କୀ ବାତ ପାଇଁ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 19 JUL 2024 12:37PM by PIB Bhubaneshwar

୨୮ ଜୁଲାଇ ୨୦୨୪ରେ ପ୍ରସାରଣ ହେବାକୁ ଥିବା ମନ କୀ ବାତ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କ ଠାରୁ ମତାମତ ଆହ୍ୱାନ କରିଛନ୍ତି ।

ସମାଜର ରୂପାନ୍ତରଣ ଦିଗରେ ଅନେକ ଯୁବ ପିଢ଼ି ସାମୂହିକ ପ୍ରଚେଷ୍ଟା ଚଳାଇଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି । MyGov ଏବଂ NaMo App ରେ ମତାମତ ସେୟାର କରି ନଥିବା ବ୍ୟକ୍ତିମାନଙ୍କୁ ଏବେ ମତାମତ ସେୟାର କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି;

“ଚଳିତ ମାସ ୨୮ ତାରିଖ ରବିବାର ପ୍ରସାରଣ ହେବାକୁ ଥିବା # MannKiBaat କାର୍ଯ୍ୟକ୍ରମ ପାଇଁ ମୁଁ ଅନେକ ମତାମତ ପାଉଛି । ଆମ ସମାଜର ରୂପାନ୍ତରଣ ଦିଗରେ ଅନେକ ଯୁବ ପିଢ଼ିଙ୍କ ସାମୂହିକ ପ୍ରଚେଷ୍ଟା ଦେଖି ଖୁସି ଲାଗୁଛି । ଆପଣମାନେ ଆପଣଙ୍କ ମତାମତ MyGov କିମ୍ବା NaMo App ରେ ପୋଷ୍ଟ କରିପାରିବେ କିମ୍ବା ଆପଣଙ୍କ ବାର୍ତ୍ତା 1800-11-7800 ରେ ରେକର୍ଡ କରିପାରିବେ ।

SR


(रिलीज़ आईडी: 2034310) आगंतुक पटल : 82
इस विज्ञप्ति को इन भाषाओं में पढ़ें: Telugu , Malayalam , Bengali , English , Urdu , Marathi , हिन्दी , Hindi_MP , Manipuri , Assamese , Punjabi , Gujarati , Tamil , Kannada