ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କ୍ୟାଥୋଲିକ୍ ବିସପ୍ସ ସମ୍ମିଳନୀର ପ୍ରତିନିଧି ଦଳ

Posted On: 12 JUL 2024 8:56PM by PIB Bhubaneshwar

ଭାରତର କ୍ୟାଥୋଲିକ ବିସପ୍ସ ସମ୍ମିଳନୀର ଏକ ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି ଯେ;

“କ୍ୟାଥୋଲିକ ବିସପ୍ସର କନ୍‌ଫରେନ୍ସ ଅଫ୍ ଇଣ୍ଡିଆର ଏକ  ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧିଦଳରେ ମୋଷ୍ଟ ରେଭ୍‌. ଆଣ୍ଡ୍ର‌୍ୟୁଜ୍ ଥାଝାଥ, ରେଭ୍‌. ଜୋଶେଫ ମାର୍ ଥୋମାସ୍‌, ମୋଷ୍ଟ ରେଭ୍‌. ଡ. ଅନିଲ୍ ଜୋଶେଫ ଥୋମାସ୍ କାଉଟୋ ଏବଂ ରେଭ୍‌. ଫାଦର୍ ସାଜିମୋନ୍ ଜୋଶେଫ୍ କୋୟିକଲ୍ ସାମିଲ୍ ଥିଲେ ।”

 

SR



(Release ID: 2033271) Visitor Counter : 6