ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରିଟେନ ସାଧାରଣ ନିର୍ବାଚନରେ ବିଜୟ ପାଇଁ କିର ଷ୍ଟାର୍ମରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
05 JUL 2024 7:14PM by PIB Bhubaneswar
ବ୍ରିଟେନ ସାଧାରଣ ନିର୍ବାଚନରେ ବିଜୟ ପାଇଁ କିର ଷ୍ଟାର୍ମରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ବ୍ରିଟେନ ସାଧାରଣ ନିର୍ବାଚନରେ ବିଜୟ ପାଇଁ @Keir-Starmer ଙ୍କୁ ହୃଦୟରୁ ଅଭିନନ୍ଦନ ଏବଂ ବହୁତ ଶୁଭେଚ୍ଛା । ଭବିଷ୍ୟତରେ ଭାରତ-ବ୍ରିଟେନ ମଧ୍ୟରେ ସମସ୍ତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ, ପାରସ୍ପରିକ ଅଭିବୃଦ୍ଧି ଓ ବିକାଶକୁ ଦୃଢ଼ କରିବା ଏବଂ ସକାରାତ୍ମକ ଓ ଗଠନମୂଳକ ସହଯୋଗ ପାଇଁ ଆଶା ରଖୁଛି ।”
SR
(रिलीज़ आईडी: 2031160)
आगंतुक पटल : 121
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Hindi_MP
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam