ପୋଷ୍ଟ କରାଯିବା ଦିନାଙ୍କ:
25 JUN 2024 3:04PM by PIB Bhubaneswar
ତ୍ରିପୁରାର ରାଜ୍ୟପାଳ ଶ୍ରୀ ଇନ୍ଦ୍ରସେନ ରେଡ୍ଡୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ତ୍ରିପୁରାର ରାଜ୍ୟପାଳ ଶ୍ରୀ ଇନ୍ଦ୍ରସେନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।”
SR