ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀନଗରର ଡାଲ ହ୍ରଦରେ ଯୋଗ ପ୍ରେମୀଙ୍କ ସହ ସେଲ୍ଫି ପୋଜ୍ ଦେଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
21 JUN 2024 10:10AM by PIB Bhubaneshwar
ଜାମ୍ମୁ କାଶ୍ମୀରର ଶ୍ରୀନଗର ସ୍ଥିତ ଡାଲ ହ୍ରଦରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ପ୍ରେମୀଙ୍କ ସହ ଉଠାଇଥିବା ସେଲଫିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଶ୍ରୀନଗରରେ ଯୋଗ ସେଲଫି ପୋଷ୍ଟ କଲି ! ଡାଲ ହ୍ରଦରେ ଥିବା ଉତ୍ସାହର ତୁଳନା ନାହିଁ ।’’
********
SR
(रिलीज़ आईडी: 2027627)
आगंतुक पटल : 74
इस विज्ञप्ति को इन भाषाओं में पढ़ें:
Urdu
,
English
,
Marathi
,
हिन्दी
,
Hindi_MP
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam