ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ୟାଙ୍କିଙ୍ଗ କ୍ଷେତ୍ରର ରୂପାନ୍ତରଣରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ଅବଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 19 JUN 2024 7:31PM by PIB Bhubaneshwar

ବ୍ୟାଙ୍କିଙ୍ଗ କ୍ଷେତ୍ରର ରୂପାନ୍ତରଣରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକର ଅବଦାନ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମାଇଁଗଭ ଇଣ୍ଡିଆ (MyGovIndia)ପକ୍ଷରୁ ହୋଇଥିବା ଏକ ପୋଷ୍ଟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ବ୍ୟାଙ୍କିଙ୍ଗ କ୍ଷେତ୍ରର ରୂପାନ୍ତରଣ ଏବଂ କିପରି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡ଼ିକ ଏଥିରେ ଅବଦାନ ଦେଇଛନ୍ତି ସେ ସମ୍ପର୍କରେ ଏକ ଅନ୍ତଃଦୃଷ୍ଟିପୂର୍ଣ୍ଣ ତଥ୍ୟ” ।

SR

 



(Release ID: 2026928) Visitor Counter : 33