ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି କ୍ଲାଉଡିଆ ସେଇନବମଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 JUN 2024 2:25PM by PIB Bhubaneswar

ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କ୍ଲାଉଡିଆ ସେଇନବମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି ।

ଏ ସମ୍ପର୍କରେ ଏକ୍ସ ରେ ପୋଷ୍ଟ କରି କହିଛନ୍ତି, ‘ଅଭିନନ୍ଦନ, ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି । ମେକ୍ସିକୋର ଜନସାଧାରଣଙ୍କ ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ଏବଂ ଏଥି ସହ ରାଷ୍ଟ୍ରପତି ଲୋପେଜବ୍ରେଡରଙ୍କ ମହାନ ନେତୃତ୍ୱକୁ ମଧ୍ୟ ଶ୍ରଦ୍ଧାଞ୍ଜଳି । ମିଳିତ ବିକାଶ ଦିଗରେ ସହଯୋଗିତା ଜାରି ରଖିବା ପ୍ରତି ଆଶାୟୀ ରହିଛି ।’

 SR


(ରିଲିଜ ଆଡି: 2023177) ପରିଦର୍ଶକ କାଉଣ୍ଟର : 132