ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରତିଷ୍ଠା ଦିବସରେ ସିଆଇଏସ୍ଏଫ୍ ଜବାନଙ୍କୁ ପ୍ରଧାନମନ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
10 MAR 2024 5:16PM by PIB Bhubaneswar
ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରାକ୍ଷା ବାହିନୀ (ସିଆଇଏସ୍ଏଫ୍) ଜବାନମାନଙ୍କୁ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ରୀ କହିଛନ୍ତି;
“କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀର ଗୌରବମୟ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ଯବାନମାନଙ୍କୁ ମୋର ଶୁଭେଚ୍ଛା। ଦେଶର ଗୁରୁତ୍ବପୂର୍ଣ୍ଣ ଭିତିଭୂମିର ସୁରକ୍ଷା ପାଇଁ ସେମାନଙ୍କର ଉତ୍ସର୍ଗୀକୃତତା ଏବଂ ସଚେତନତା ଅତୁଳନୀୟ। ସେମାନଙ୍କର ବୃତିଗତତା ଏବଂ ଉକ୍ରର୍ଷତା ସୁରକ୍ଷା କ୍ଷେତ୍ରରେ ଏକ ବିରାଟ ମାନଦଣ୍ଡ ସୃଷ୍ଟି କରିଛି।”
SR
(ରିଲିଜ ଆଡି: 2014482)
ପରିଦର୍ଶକ କାଉଣ୍ଟର : 76
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam