ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହରିଆଣାର ମୁଖ୍ୟମନ୍ରୀ ଭାବରେ ଶପଥ ନେଇଥିବାରୁ ନାୟବ ସୈନିଙ୍କୁ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା

Posted On: 12 MAR 2024 9:17PM by PIB Bhubaneshwar

ହରିଆଣାର ମୁଖ୍ୟମନ୍ରୀ ଭାବରେ ଶପଥ ନେଇଥିବା ଶ୍ରୀ ନାୟବ ସୈନିଙ୍କୁ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ହରିଆଣା କ୍ୟାବିନେଟ୍ର ଅନ୍ୟ ମନ୍ରୀମାନଙ୍କୁ ମଧ୍ଯ ସେ ଶୁଭକାମନା ଜଣାଇଛନ୍ତି।

ପ୍ରଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

“ହରିଆଣାର ମୁଖ୍ୟମନ୍ରୀ ଭାବରେ ଶପଥ ନେଇଥିବାରୁ ଶ୍ରୀ ନାୟବ ସୈନିଙ୍କୁ ଶୁଭେଚ୍ଛା। ହରିଆଣା ଲୋକମାନଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ସେମାନଙ୍କ ଉଦ୍ୟମ ନିମନ୍ତେ ତାଙ୍କୁ ଏବଂ ତାଙ୍କର ମନ୍ରୀମଣ୍ଡଳ ଦଳକୁ ଶୁଭକାମନା ଜଣାଉଛି।”



(Release ID: 2014279) Visitor Counter : 30