ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିକଶିତ ଭାରତ ରାଷ୍ଟ୍ରଦୂତ କଳାକାର କର୍ମଶାଳାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
11 MAR 2024 2:44PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପୁରୁଣା କିଲାଠାରେ ଆୟୋଜିତ ବିକଶିତ ଭାରତ ରାଷ୍ଟ୍ରଦୂତ କଳାକାର କର୍ମଶାଳାକୁ ପ୍ରଶଂସା କରିଛନ୍ତି ଯେଉଁଥିରେ ୫୦,୦୦୦ରୁ ଅଧିକ କଳାକାର ଏକାଠି ହୋଇଥିଲେ ।
ବିକଶିତ ଭାରତ ରାଷ୍ଟ୍ରଦୂତଙ୍କ ଟ୍ବିଟର ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଥିଲେ;
"ଏକ ପ୍ରଶଂସନୀୟ ପ୍ରୟାସ! କାର୍ଯ୍ୟକ୍ରମରେ ଏତେ ସଂଖ୍ୟକ କଳାପ୍ରେମୀଙ୍କୁ ଦେଖି ଖୁସି ଲାଗୁଛି।
BS
(रिलीज़ आईडी: 2013523)
आगंतुक पटल : 98
इस विज्ञप्ति को इन भाषाओं में पढ़ें:
हिन्दी
,
Kannada
,
English
,
Urdu
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam