ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହିଳା ସଶକ୍ତୀକରଣ ଦିଗରେ ପ୍ରଧାନମନ୍ତ୍ରୀ-ଆବାସ ଯୋଜନା ଏକ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛି: ପ୍ରଧାନମନ୍ତ୍ରୀ

Posted On: 08 MAR 2024 3:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ମାନ ଏବଂ ସଶକ୍ତୀକରଣ ସୁନିଶ୍ଚିତ କରିବାରେ ଘରର ଗୁରୁତ୍ୱ ଉପରେ ସୂଚନା ପ୍ରଦାନ କରିଛନ୍ତି । 

ଆଜି ମହିଳା ଦିବସ ଅବସରରେ ସେ କହିଛନ୍ତି ଯେ ମହିଳା ସଶକ୍ତୀକରଣ ପାଇଁ ପିଏମ-ଆବାସ ଯୋଜନା ଏକ ଗେମ୍ ଚେଞ୍ଜର ହୋଇଛି ।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି -

ଘର ହେଉଛି ସମ୍ମାନର ମୂଳଦୁଆ। ଏଠାରେ ହିଁ ସଶକ୍ତୀକରଣ ଆରମ୍ଭ ହୁଏ ଏବଂ ସ୍ୱପ୍ନ ସାକାର ହୋଇଥାଏ।

ମହିଳାଙ୍କ ସଶକ୍ତୀକରଣ ପାଇଁ ପିଏମ-ଆବାସ ଯୋଜନା ଏକ ଗେମ୍ ଚେଞ୍ଜର ହୋଇଛି।

 

BS



(Release ID: 2012924) Visitor Counter : 43