ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗରିବଙ୍କ ଜୀବନକୁ ଖୁସିରେ ଭରି ଦେଇଛି ପ୍ରଧାନମନ୍ତ୍ରୀ ସ୍ବନିଧି : ପ୍ରଧାନମନ୍ତ୍ରୀ

प्रविष्टि तिथि: 08 MAR 2024 3:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗରିବରୁ ଗରିବ ଲୋକଙ୍କ ଜୀବନରେ ପିଏମ ସ୍ୱନିଧି ଯୋଜନାର ପ୍ରଭାବ ଉପରେ ଆଲୋକପାତ କରିଛନ୍ତି ।

ଆଜି ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି –

ପିଏମ ସ୍ବନିଧି ଯୋଜନା ଗରିବରୁ ଗରିବ ଲୋକମାନଙ୍କ ଜୀବନରେ ନୂତନ ଖୁସି ଭରି ଦେଇଛି। ଏଥିରେ ବହୁତ ସଂଖ୍ୟାରେ ଆମର ମା ଓ ଭଉଣୀମାନେ ସାମିଲ୍ ଅଛନ୍ତି।

 

BS


(रिलीज़ आईडी: 2012797) आगंतुक पटल : 116
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Malayalam