ପୋଷ୍ଟ କରାଯିବା ଦିନାଙ୍କ:
08 MAR 2024 3:35PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗରିବରୁ ଗରିବ ଲୋକଙ୍କ ଜୀବନରେ ପିଏମ ସ୍ୱନିଧି ଯୋଜନାର ପ୍ରଭାବ ଉପରେ ଆଲୋକପାତ କରିଛନ୍ତି ।
ଆଜି ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି –
ପିଏମ ସ୍ବନିଧି ଯୋଜନା ଗରିବରୁ ଗରିବ ଲୋକମାନଙ୍କ ଜୀବନରେ ନୂତନ ଖୁସି ଭରି ଦେଇଛି। ଏଥିରେ ବହୁତ ସଂଖ୍ୟାରେ ଆମର ମା ଓ ଭଉଣୀମାନେ ସାମିଲ୍ ଅଛନ୍ତି।
BS