ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ସଭାପତି ଶ୍ରୀମତ ସ୍ୱାମୀ ସ୍ମାରଣାନନ୍ଦ ଜୀ ମହାରାଜଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 04 MAR 2024 6:39PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ସଭାପତି ଶ୍ରୀମତ ସ୍ୱାମୀ ସ୍ମାରଣାନନ୍ଦ ଜୀ ମହାରାଜଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।

ଏକ ଟ୍ବିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ସଭାପତି ଶ୍ରୀମତ ସ୍ୱାମୀ ସ୍ମାରଣାନନ୍ଦ ଜୀ ମହାରାଜଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରୁଛି। ତାଙ୍କର ଶିକ୍ଷା ଓ ଆଧ୍ୟାତ୍ମିକ ମାର୍ଗଦର୍ଶନ ଅନେକଙ୍କ ପାଇଁ ମାର୍ଗ ଦର୍ଶନ କରୁଛି ଏବଂ ଆମ ସମାଜର ଆଧ୍ୟାତ୍ମିକ ଉନ୍ନତି ଓ କଲ୍ୟାଣ ରେ ତାଙ୍କର ଅବଦାନକୁ ଅଣଦେଖା କରାଯାଇପାରିବ ନାହିଁ।

 

BS


(रिलीज़ आईडी: 2011673) आगंतुक पटल : 107
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Bengali-TR , Bengali , Manipuri , Assamese , Punjabi , Gujarati , Tamil , Telugu , Malayalam