ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ବିଜ୍ଞାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 28 FEB 2024 8:36AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ବିଜ୍ଞାନ ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ବୈଜ୍ଞାନିକ ସ୍ୱଭାବ, ନବସୃଜନ ଏବଂ ଟେକ୍ନୋଲୋଜି ଉପରେ ନିଜର ବିଚାରର ଏକ ଭିଡିଓ ସେୟାର କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଜାତୀୟ ବିଜ୍ଞାନ ଦିବସରେ ଶୁଭକାମନା । ଆମ ସରକାର ଯୁବବର୍ଗଙ୍କୁ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଲାଗି ଲଗାତର କାମ କରୁଛି । ବିକଶିତ ଭାରତର  ସ୍ୱପ୍ନକୁ ସାକାର କରିବା ଲାଗି ଏହା ଗୁରୁତ୍ୱପୂର୍ଣ୍ଣ’ ।

 

 SR



(Release ID: 2009682) Visitor Counter : 44