ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମିଜୋରାମ ଲୋକଙ୍କୁ ସେମାନଙ୍କ ରାଜ୍ୟର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 20 FEB 2024 10:49AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଜୋରାମବାସୀଙ୍କୁ ସେମାନଙ୍କ ରାଜ୍ୟର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ମିଜୋରାମର ନିରନ୍ତର ପ୍ରଗତି, ଶାନ୍ତି ଏବଂ ସମୃଦ୍ଧି ପାଇଁ ସେ ପ୍ରାର୍ଥନା କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ମିଜୋରାମବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସର ଶୁଭେଚ୍ଛା । ମିଜୋରାମର ଅନନ୍ୟ ସାଂସ୍କୃତିକ  ଟେପେଷ୍ଟ୍ରି, ଏହାର ସୌନ୍ଦର୍ଯ୍ୟ ଏବଂ ଲୋକଙ୍କ ସୁନ୍ଦର ହୃଦୟ ଭାଇଁ ଭାରତ ଅତ୍ୟନ୍ତ ଗର୍ବିତ । ପରମ୍ପରା ଏବଂ ସୌହାର୍ଦ୍ଦ୍ୟର ମିଶ୍ରଣ ମିଜୋରାମ ସଂସ୍କୃତି ଅତ୍ୟନ୍ତ ପ୍ରେରଣାଦାୟକ । ମିଜୋରାମର ନିରନ୍ତର ପ୍ରଗତି, ଶାନ୍ତି ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରୁଛି ।’

 

SR



(Release ID: 2008254) Visitor Counter : 47