ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅରୁଣାଚଳ ପ୍ରଦେଶବାସୀଙ୍କୁ ରାଜ୍ୟ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 20 FEB 2024 10:59AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଲୋକଙ୍କୁ ସେମାନଙ୍କ ରାଜ୍ୟର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ବର୍ଷରେ ଅରୁଣାଚଳ ପ୍ରଦେଶ ଆହୁରି  ସମୃଦ୍ଧ ହେଉ ବୋଲି ସେ କାମନା କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଅରୁଣାଚଳ ପ୍ରଦେଶ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା । ଅରୁଣାଚଳ ପ୍ରଦେଶର ଲୋକେ ଭାରତର ବିକାଶରେ ବେଶ ଯୋଗଦାନ ଦେଉଛନ୍ତି । ବିଶେଷକରି  ଜୀବନ୍ତ ଆଦିବାସୀ ପରମ୍ପରା ଏବଂ ସମୃଦ୍ଧ ଜୈବ ବିବଧତା ପାଇଁ ରାଜ୍ୟର ସଂସ୍କୃତି ମଧ୍ୟ ବେଶ୍ ପ୍ରଶଂସିତ । ଆଗାମୀ ବର୍ଷରେ ଅରୁଣାଚଳ ପ୍ରଦେଶର ବିକାଶ ଜାରି ରହୁ ।’

 

SR


(रिलीज़ आईडी: 2008251) आगंतुक पटल : 123
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Bengali , Bengali-TR , Assamese , Manipuri , Punjabi , Gujarati , Tamil , Telugu , Malayalam