ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସାଇରୋ-ମାଲାବାର ଚର୍ଚ୍ଚର ମେଜର ଆର୍କବିଶପ୍ ରାଫେଲ ଥାଟ୍ଟିଲଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
09 FEB 2024 6:56PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଇରୋ-ମାଲାବାର ଚର୍ଚ୍ଚର ମେଜର ଆର୍କବିଶପ୍ ରାଫେଲ ଥାଟ୍ଟିଲଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ସାଇରୋ-ମାଲାବାର ଚର୍ଚ୍ଚର ମେଜର ଆର୍କବିଶପ୍ ରାଫେଲ ଥାଟ୍ଟିଲଙ୍କ ସହ ସାକ୍ଷାତ ବହୁତ ଭଲ ଥିଲା ।’
SR
(रिलीज़ आईडी: 2004755)
आगंतुक पटल : 98
इस विज्ञप्ति को इन भाषाओं में पढ़ें:
Kannada
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam
,
Malayalam