ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସାଂସଦଙ୍କ ସହ ଭୋଜନର ମଜା ନେଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 FEB 2024 6:54PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ବିଭିନ୍ନ ଦଳର ସଂସଦୀୟ ସହଯୋଗୀଙ୍କ ସହ ଭୋଜନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଭାରତର ବିଭିନ୍ନ ଦଳ ତଥା ବିଭିନ୍ନ ସ୍ଥାନର ସାଂସଦଙ୍କ ସହ ମଧ୍ୟାହ୍ନଭୋଜନର ଆନନ୍ଦ ନେଲି ।’
SR
(ରିଲିଜ ଆଡି: 2004753)
ପରିଦର୍ଶକ କାଉଣ୍ଟର : 100
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam