ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଔପଚାରିକ ଭାବେ ୟୁପିଆଇ ଆରମ୍ଭ କରିଥିବାରୁ ଫ୍ରାନ୍ସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 02 FEB 2024 10:30PM by PIB Bhubaneshwar

ପ୍ୟାରିସ୍‌ରେ ଇଫେଲ ଟାୱାରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)କୁ ଔପଚାରିକ ଭାବେ ଆରମ୍ଭ କରାଯିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସକୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପର୍କ ମଜଭୁତ କରିବାରେ ଏହା ଏକ ଚମତ୍କାର ଉଦାହରଣ ବୋଲି ସେ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଏହା ଦେଖି ବେଶ୍ ଭଲ ଲାଗିଲା-ୟୁପିଆକୁ ବିଶ୍ୱସ୍ତରୀୟ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।  ଏହା ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପର୍କ ମଜଭୁତ କରିବାରେ ଏହା ଏକ ଚମତ୍କାର ଉଦାହରଣ । ‘

 

SR


(रिलीज़ आईडी: 2002310) आगंतुक पटल : 117
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Bengali , Bengali-TR , Assamese , Manipuri , Punjabi , Gujarati , Tamil , Telugu , Malayalam