ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରୀୟ ସମର ସ୍ମାରକରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 26 JAN 2024 3:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରୀୟ ସମର ସ୍ମାରକରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 

ସେ କହିଛନ୍ତି, ଆମେ ସେହି ଲୋକଙ୍କୁ ମନେ ପକାଇଥାଉ ଏବଂ ସମ୍ମାନ ଦେଇଥାଉ ଯେଉଁମାନେ ନିଃସ୍ୱାର୍ଥ ଭାବନାରେ ଆମ ଦେଶର ରକ୍ଷା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ରାଷ୍ଟ୍ରୀୟ ସମର ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଆମେ ସେହି ଲୋକଙ୍କୁ ମନେ ପକାଇଥାଉ ଏବଂ ସମ୍ମାନ ଦେଇଥାଉ ଯେଉଁମାନେ ନିଃସ୍ୱାର୍ଥ ଭାବନାରେ ଆମ ଦେଶର ରକ୍ଷା କରିଛନ୍ତି । ସେମାନଙ୍କ ସାହସ ଏବଂ ବଳିଦାନକୁ କେବେ ଭୁଲି ହେବନାହିଁ । ସେମାନଙ୍କ ପ୍ରତି ସମ୍ମାନ ଏବଂ କୃତଜ୍ଞତା ଦେଖାଇ ଆମେ ମୁଣ୍ଡ ନୁଆଁଇଥାଉ, ସେମାନଙ୍କ ଆଦର୍ଶକୁ କାଏମ ରଖିବାକୁ ଶପଥ ନେଇଥାଉ ।“

 

SR


(रिलीज़ आईडी: 2000161) आगंतुक पटल : 103
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam