ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କେରଳର ତ୍ରିପ୍ରୟାରରେ ଶ୍ରୀ ରାମାସ୍ୱାମୀ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 17 JAN 2024 5:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତ୍ରିପ୍ରୟାରରେ ଶ୍ରୀ ରାମାସ୍ୱାମୀ ମନ୍ଦିର ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀ ମୋଦୀ ସାଂସ୍କୃତିକ ପ୍ରଦର୍ଶନୀ ମଧ୍ୟ ଦେଖିଥିଲେ ଏବଂ କଳାକାର ଓ ବଟୁକଙ୍କୁ ପୁରସ୍କୃତ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ତ୍ରିପ୍ରୟାରରେ ଶ୍ରୀ ରାମାସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିଛି । ଶ୍ରୀ ଆଦ୍ୟଥାମା ରାମାୟଣ ଏବଂ ମାଲାୟଲମରେ ଅନ୍ୟ ଭଜନ ଶୁଣିବା ବେଶ୍ ସ୍ୱତନ୍ତ୍ର ଥିଲା ।’

 

 SR


(रिलीज़ आईडी: 1997840) आगंतुक पटल : 98
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Malayalam