ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗିଫ୍ଟ ସିଟିରେ ଗ୍ଲୋବାଲ ଫିନଟେକ୍ ଫୋରମ୍ ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 10 JAN 2024 9:48PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗିଫ୍ଟ ସିଟିଠାରେ ଆୟୋଜିତ ଗ୍ଲୋବାଲ ଫିନଟେକ୍ ଫୋରମରେ ଯୋଗ ଦେଇଥିଲେ

ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :

ଆଜି ଗିଫ୍ଟ ସିଟିରେ ଆୟୋଜିତ ଗ୍ଲୋବାଲ ଫିନଟେକ୍ ଫୋରମରେ ଯୋଗ ଦେଇଥିଲେ। ଡିଜିଟାଲ ଅର୍ଥନୀତି ପାଇଁ ଅଭିନବ ସମାଧାନ ବିଷୟରେ ଆଲୋଚନା କରି ଅର୍ଥ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏହା ଏକ ଉତ୍କୃଷ୍ଟ ବିଷୟ ଥିଲା ଫିନ୍ ଟେକ୍ ଆମ ଦୁନିଆକୁ କିପରି ନୂଆ ରୂପ ଦେଉଛି ତାହା ଦେଖିବା ପ୍ରକୃତରେ ରୋମାଞ୍ଚକର

 

 

BS


(रिलीज़ आईडी: 1995063) आगंतुक पटल : 109
इस विज्ञप्ति को इन भाषाओं में पढ़ें: Kannada , Malayalam , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu