ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲାକ୍ଷାଦ୍ୱୀପରୁ ନିଜ ଅନୁଭୂତି ବାଣ୍ଟିଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
04 JAN 2024 3:49PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାକ୍ଷାଦ୍ୱୀପରୁ ତାଙ୍କ ଅନୁଭୂତ ବାଣ୍ଟିଛନ୍ତି ଏବଂ ଆତିଥ୍ୟ ପାଇଁ ଦ୍ୱୀପପୁଞ୍ଜର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ନିକଟରେ ମୋତେ ଲାକ୍ଷାଦ୍ୱୀପ ଲୋକଙ୍କ ମଧ୍ୟରେ ରହିବାର ସୁଯୋଗ ମିଳିଥିଲା । ମୁଁ ଏବେ ବି ଏହି ଦ୍ୱୀପପୁଞ୍ଜର ଚମତ୍କାର ସୌନ୍ଦର୍ଯ୍ୟ ଏବଂ ଏଠାକାର ଲୋକଙ୍କ ଅବିଶ୍ୱସନୀୟ ଆତିଥ୍ୟକୁ ନେଇ ଆଶ୍ଚର୍ଯ୍ୟଚକିତ । ମୋତେ ଆଗତୀ, ବଙ୍ଗରାମ ଏବଂ କଭାରତିରେ ଲୋକଙ୍କ ସହ ମିଶିବାର ସୁଯୋଗ ମିଳିଥିଲା । ଆତିଥ୍ୟ ପାଇଁ ଦ୍ୱୀପପୁଞ୍ଜର ଲୋକଙ୍କୁ ଧନ୍ୟବାଦ । ଲାକ୍ଷାଦ୍ୱୀପରୁ ଆକାଶମାର୍ଗରୁ କିଛି ଝଲକ ଏବଂ ଅନ୍ୟ ଦୃଶ୍ୟ ଏଠାରେ ରହିଛି.. ।’
SR
(रिलीज़ आईडी: 1993323)
आगंतुक पटल : 93
इस विज्ञप्ति को इन भाषाओं में पढ़ें:
Assamese
,
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam