ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଜିପ୍ଟ ରାଷ୍ଟ୍ରପତି ଭାବେ ନିର୍ବାଚିତ ଅବଦେଲ ଫତେହ ଅଲ୍ସିସିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
18 DEC 2023 10:28PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟ ରାଷ୍ଟ୍ରପତି ଭାବେ ନିର୍ବାଚିତ ଅବଦେଲ ଫତେହ ଅଲ୍ସିସିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅବଦେଲ ଫତେହ ଅଲ୍ସିସିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ-ଇଜିପ୍ଟ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ଆପଣଙ୍କ ସହ କାର୍ଯ୍ୟ କରିବାକୁ ଉତ୍ସୁକ ଅଛି ।’
SR
(ରିଲିଜ ଆଡି: 1988072)
ପରିଦର୍ଶକ କାଉଣ୍ଟର : 116
ଏହି ରିଲିଜ ପଢନ୍ତୁ :
Assamese
,
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam