ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୁଏତର ଅମିର ଶେଖ ନୱଫ୍ ଅଲ୍-ଅହମଦ୍ ଅଲ୍-ଜାବେର ଅଲ୍-ସବାହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ସମବେଦନା

प्रविष्टि तिथि: 16 DEC 2023 9:39PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶେଖ ନୱଫ୍ ଅଲ୍‌-ଅହମଦ୍ ଅଲ୍‌-ଜାବେର ଅଲ୍‌-ସବାହଙ୍କ ପରଲୋକରେ ରାଜପରିବାର, ନେତୃବୃନ୍ଦ ଏବଂ କୁଏତର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଶେଖ ନୱଫ୍ ଅଲ୍‌-ଅହମଦ୍ ଅଲ୍‌-ଜାବେର ଅଲ୍‌-ସବାହଙ୍କ ପରଲୋକ ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ରାଜ ପରିବାର, ନେତୃତ୍ୱ ଏବଂ କୁଏତର ଲୋକଙ୍କୁ ଗଭୀର ସମବେଦନା ।’

 

  SR


(रिलीज़ आईडी: 1987341) आगंतुक पटल : 126
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Malayalam