ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ଏକ୍ସିଲେନ୍ସି ଡୋନାଲ୍ଡ ଟସ୍କଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
14 DEC 2023 1:08PM by PIB Bhubaneshwar
ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ଏକ୍ସିଲେନ୍ସି ଡୋନାଲ୍ଡ ଟସ୍କଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ଏକ୍ସିଲେନ୍ସି ଡୋନାଲ୍ଡ ଟସ୍କଙ୍କୁ ଅଭିନନ୍ଦନ ।
ଭାରତ ଓ ପୋଲାଣ୍ଡ ମଧ୍ୟରେ ଦୀର୍ଘ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ମିଳିତ ଭାବେ କାମ କରିବାକୁ ଉତ୍ସାହିତ ।’
SR
(ରିଲିଜ ଆଡି: 1986583)
ପରିଦର୍ଶକ କାଉଣ୍ଟର : 93
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam