ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୦୧ ରେ ସଂସଦ ଆକ୍ରମଣରେ ସହିଦ ହୋଇଥିବା ବୀର ସୁରକ୍ଷା କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 13 DEC 2023 9:47AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୦୧ ରେ ସଂସଦ ଆକ୍ରମଣରେ ସହିଦ ହୋଇଥିବା ବୀର ସୁରକ୍ଷା କର୍ମୀମାନଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

୨୦୦୧ ରେ ସଂସଦ ଆକ୍ରମଣରେ ସହିଦ ହୋଇଥିବା ବୀର ସୁରକ୍ଷା କର୍ମୀଙ୍କୁ ଆଜି ଆମେ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ବିପଦ ସାମନାରେ ସେମାନଙ୍କ ସାହସ ଓ ବଳିଦାନ ଆମ ଦେଶର ଇତିହାସରେ ଚିରସ୍ମରଣୀୟ ହୋଇ ରହିବ ।

*****

SSP


(ରିଲିଜ ଆଡି: 1985734) ପରିଦର୍ଶକ କାଉଣ୍ଟର : 109