ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନମୋ ଡ୍ରୋନ ଦିଦି ଯୋଜନା ମହିଳାଙ୍କୁ ସେମାନଙ୍କ ସ୍ଥାନୀୟ କୃଷି ଯୋଗାଣ ଶୃଙ୍ଖଳାର ଅବିଚ୍ଛେଦ୍ୟ ଅଂଶୀଦାର ହେବାରେ ସହାୟକ ହେଉଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 DEC 2023 5:19PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନମୋ ଡ୍ରୋନ ଦିଦି ଯୋଜନାର ଗୁରୁତ୍ୱକୁ ଚିହ୍ନଟ କରି କହିଛନ୍ତି, ଏହି ଯୋଜନା ମହିଳାଙ୍କୁ ସେମାନଙ୍କ ସ୍ଥାନୀୟ କୃଷି ଯୋଗାଣ ଶୃଙ୍ଖଳା ଏବଂ ଗ୍ରାମୀଣ ସମୃଦ୍ଧିର ଅବିଚ୍ଛେଦ୍ୟ ଅଂଶୀଦାର ହେବାରେ ସହାୟକ ହେଉଛି ।

 

କେନ୍ଦ୍ରମନ୍ତ୍ରୀ ଡା. ମନସୁଖ ମାଣ୍ଡଭ୍ୟଙ୍କ ଏକ ଆର୍ଟିକଲ ଉପରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘କେନ୍ଦ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ଲେଖିଛନ୍ତି ଯେ, ନମୋ ଦିଦି ଡ୍ରୋନ ଯୋଜନା କିପରି ମହିଳାଙ୍କୁ ସେମାନଙ୍କ ସ୍ଥାନୀୟ କୃଷି ଯୋଗାଣ ଶୃଙ୍ଖଳା ଏବଂ ଗ୍ରାମୀଣ ସମୃଦ୍ଧିର ଅଭିନ୍ନ ଅଂଶୀଦାର ହେବାରେ ସହାୟକ ହେବ ।’

 

  SR


(ରିଲିଜ ଆଡି: 1985315) ପରିଦର୍ଶକ କାଉଣ୍ଟର : 216