ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସଶସ୍ତ୍ର ବାହିନୀ ପତାକା ଦିବସରେ ଦେଶର ସମସ୍ତ ସାହସୀ ସୈନିକଙ୍କ ବୀରତ୍ୱ, ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

प्रविष्टि तिथि: 07 DEC 2023 1:56PM by PIB Bhubaneswar

ସଶସ୍ତ୍ର ବାହିନୀ ପତାକା ଦିବସରେ ଦେଶର ସମସ୍ତ ସାହସୀ ସୈନିକଙ୍କ ବୀରତ୍ୱ, ପ୍ରତିବଦ୍ଧତା ଏବଂ ବଳିଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଆଜି ସଶସ୍ତ୍ର ବାହିନୀ ପତାକା ଦିବସରେ ଦେଶର ସମସ୍ତ ସାହସୀ ସୈନିକଙ୍କ ବୀରତ୍ୱ, ପ୍ରତିବଦ୍ଧତା ଏବଂ ବଳିଦାନକୁ  ସମ୍ମାନ ଜଣାଉଛୁ । ଆମ ଦେଶକୁ ସୁରକ୍ଷା ଦେବାରେ ସେମାନଙ୍କ ଉତ୍ସର୍ଗୀକୃତତା ଅତୁଳନୀୟ । ସଭିଏଁ ଆର୍ମଡ୍ ଫୋର୍ସେସ୍ ଫ୍ଲାଗ୍ ଡେ ଫଣ୍ଡ୍‌କୁ ଦାନ କରିବାକୁ ଅପିଲ କରୁଛି ।’

 

  SR


(रिलीज़ आईडी: 1983877) आगंतुक पटल : 129
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Malayalam