ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଚାର୍ଯ୍ୟ ଜେ.ବି କୃପଲାନିଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 11 NOV 2023 10:16AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ଜେ.ବି କୃପଲାନିଙ୍କୁ ତାଙ୍କ ଜନ୍ମ

ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଆଚାର୍ଯ୍ୟ ଜେ.ବି କୃପଲାନିଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । ଉପନିବେଶବାଦ

ବିରୋଧରେ ଭାରତର ସଂଗ୍ରାମରେ ଜଣେ ପ୍ରକୃତ ନିଦର୍ଶନ ଭାବେ ସେ ସମ୍ମାନନୀୟ । ଗଣତନ୍ତ୍ର

ଓ ସାମାଜିକ ସମାନତାକୁ ମଜଭୁତ କରିବାରେ ତାଙ୍କ ଅକ୍ଲାନ୍ତ ପରିଶ୍ରମ ଆମ ଦେଶର ଢାଞ୍ଚାରେ

ଏକ ସ୍ଥାୟୀ ଛାପ ଛାଡ଼ିଛି । ତାଙ୍କ ଜୀବନ ଏବଂ କାର୍ଯ୍ୟ ସର୍ବଦା ସ୍ୱାଧୀନତା ଏବଂ ନ୍ୟାୟର

ମୂଲ୍ୟବୋଧକୁ ସମର୍ଥନ କରୁଥିଲା l

 

 SR



(Release ID: 1976686) Visitor Counter : 77