ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭୁଟାନ ରାଜା ଜିଗମେ ଖେସର ନାମଗେଲ୍ ୱାଙ୍ଗଚୁକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
06 NOV 2023 11:30PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁଟାନ ରାଜା ଜିଗମେ ଖେସର ନାମଗେଲ୍ ୱାଙ୍ଗଚୁକଙ୍କୁ ଭାରତକୁ ସ୍ୱାଗତ କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଭୁଟାନ ରାଜା ଜିଗମେ ଖେସର ନାମଗେଲ୍ ୱାଙ୍ଗଚୁକଙ୍କୁ ଭାରତକୁ ସ୍ୱାଗତ କରି ଖୁସି । ଭାରତ ଓ ଭୁଟାନ ମଧ୍ୟରେ ଥିବା ଅନନ୍ୟ ସମ୍ପର୍କର ବିଭିନ୍ନ ଦିଗ ଉପରେ ବେଶ୍ ସକାରାତ୍ମକ ତଥା ଫଳପ୍ରଦ ଆଲୋଚନା ହୋଇଛି । ଭୁଟାନର ବନ୍ଧୁତ୍ୱପୂର୍ଣ୍ଣ ଲୋକଙ୍କ ବିକାଶ ତଥା ଉନ୍ନତି ପାଇଁ ରାଜା ଜିଗମେଙ୍କ ଦୂରଦୃଷ୍ଟି ବେଶ୍ ମହତ୍ତ୍ୱପୂର୍ଣ୍ଣ ।’
SR
(रिलीज़ आईडी: 1975537)
आगंतुक पटल : 113
इस विज्ञप्ति को इन भाषाओं में पढ़ें:
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam
,
Malayalam