ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ପବିତ୍ର ଗୁରୁପୂଜାରେ ସମ୍ମାନୀୟ ପସୁମପୋନ୍ ମୁଥୁରାମଲିଙ୍ଗା ଥେବରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
                    
                    
                        
                    
                
                
                    Posted On:
                30 OCT 2023 8:47PM by PIB Bhubaneshwar
                
                
                
                
                
                
                ସମ୍ମାନୀୟ ପସୁମପୋନ୍ ମୁଥୁରାମଲିଙ୍ଗା ଥେବରଙ୍କୁ ତାଙ୍କ ପବିତ୍ର ଗୁରୁପୂଜାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
 
ପସୁମପୋନ୍ ମୁଥୁରାମଲିଙ୍ଗା ଥେବରଙ୍କ କାଳଜୟୀ ସିଦ୍ଧାନ୍ତ ଆଗାମୀ ପିଢ଼ିକୁ ପ୍ରେରିତ କରିବା ଜାରି ରଖିବ । 
 
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
 
‘ଆଦରଣୀୟ ପସୁମପୋନ୍ ମୁଥୁରାମଲିଙ୍ଗା ଥେବରଙ୍କୁ ତାଙ୍କ ପବିତ୍ର ଗୁରୁ ପୂଜାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ତାଙ୍କ ସମୃଦ୍ଧ କାର୍ଯ୍ୟ, ଯାହା କି ସମାଜର ଉନ୍ନତିରେ ଗଭୀରତା ସହ ଜଡ଼ିତ, ଏକତାକୁ ସୁନଶ୍ଚିତ କରୁଥିବା ତାଙ୍କ ଆଧ୍ୟାତ୍ମିକ ମାର୍ଗ, କୃଷକଙ୍କ ଉନ୍ନତି ଏବଂ ଦାରିଦ୍ର୍ୟ ଦୂରୀକରଣ ପାଇଁ ଦୂରଦୃଷ୍ଟି ରାଷ୍ଟ୍ରୀୟ ପ୍ରଗତିର ମାର୍ଗକୁ ପ୍ରଶସ୍ତ କରିଥାଏ । ତାଙ୍କ ସାଶ୍ୱତ ସିଦ୍ଧାନ୍ତ ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟୀ ହୋଇ ରହିବ ।’
 
 
 SR
                
                
                
                
                
                (Release ID: 1973314)
                Visitor Counter : 112
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam