ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆନ୍ ପାରା ଗେମ୍ସ ୨୦୨୨ରେ ବ୍ୟାଡମିଣ୍ଟନ ମହିଳା ସିଙ୍ଗିଲ୍ସ ଇଭେଣ୍ଟରେ ବୈଷ୍ଣବୀ ପୁନେୟାନୀ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 OCT 2023 7:54PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ବ୍ୟାଡମିଣ୍ଟନ ମହିଳା ସିଙ୍ଗିଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ବୈଷ୍ଣବୀ ପୁନେୟାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ଏସୀୟ ପାରା ଗେମ୍ସରେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ବୈଷ୍ଣବୀ ପୁନେୟାନୀଙ୍କୁ ଅଭିନନ୍ଦନ। ଏହି ଉଲ୍ଲେଖନୀୟ ସଫଳତା ତାଙ୍କ ପ୍ରତିବଦ୍ଧତା ଏବଂ ସଂକଳ୍ପ ସଭିଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା।
BS
(ରିଲିଜ ଆଡି: 1972883)
ପରିଦର୍ଶକ କାଉଣ୍ଟର : 148
ଏହି ରିଲିଜ ପଢନ୍ତୁ :
Kannada
,
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu