ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସ ୨୦୨୨ରେ ମହିଳା ଡବଲ୍ସ କମ୍ପାଉଣ୍ଡ ଇଭେଣ୍ଟରେ ପାରା ତୀରନ୍ଦାଜ ଶୀତଲ ଦେବୀ ଏବଂ ସରିତାଙ୍କୁ ରୌପ୍ୟ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 OCT 2023 6:54PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମହିଳା ଡବଲ୍ସ କମ୍ପାଉଣ୍ଡ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ପାରା ତୀରନ୍ଦାଜ ଶୀତଲ ଦେବୀ ଏବଂ ସରିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ମହିଳା ଡବଲ୍ସ କମ୍ପାଉଣ୍ଡ ଇଭେଣ୍ଟରେ ଚମତ୍କାର ରୌପ୍ୟ ପଦକ ହାସଲ କରିଥିବାରୁ ଆମର ପାରା ତୀରନ୍ଦାଜ, ଶୀତଲ ଦେବୀ ଏବଂ ସରିତାଙ୍କୁ ଅଭିନନ୍ଦନ। ଭାରତ ଏହି ସଫଳତାକୁ ପାଳନ କରୁଛି

 

 

BS


(ରିଲିଜ ଆଡି: 1972599) ପରିଦର୍ଶକ କାଉଣ୍ଟର : 92