ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆନ୍ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ୍ ଥ୍ରୋ-ଏଫ୍ ୩୭ ଇଭେଣ୍ଟରେ ହାନି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 25 OCT 2023 4:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଇନାର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଜାଭେଲିନ୍ ଥ୍ରୋ-ଏଫ୍ ୩୭ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ହାନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଏସିଆନ୍ ପାରା ଗେମ୍ସରେ ପୁରୁଷ ଜାଭେଲିନ୍ ଥ୍ରୋ-ଏଫ୍-୩୭ରେ ସ୍ୱର୍ଣ୍ଣ ପଦକ ହାସଲ କରିବା ହାନିଙ୍କ ଏକ ଚମତ୍କାର ସଫଳତା !

ତାଙ୍କ ଅତୁଳନୀୟ ଦକ୍ଷତା ଭାରତ ପାଇଁ ଅସୀମ ଆନନ୍ଦ ଗର୍ବ ଅନୁଭବ କରିଛି। ଭବିଷ୍ୟତର ସଫଳତା ପାଇଁ ଶୁଭେଚ୍ଛା

 

 

BS



(Release ID: 1972179) Visitor Counter : 68