ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆନ୍ ପାରା ଗେମ୍ସରେ ଜାଭେଲିନ୍ ଥ୍ରୋ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୁନ୍ଦର ସିଂହ ଗୁର୍ଜରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 25 OCT 2023 9:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସରେ ଜାଭେଲିନ୍ ଥ୍ରୋ ଏଫ୍ ୪୬ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୁନ୍ଦର ସିଂ ଗୁର୍ଜରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଗୁର୍ଜରଙ୍କ ପ୍ରଦର୍ଶନକୁ ଅବିଶ୍ୱସନୀୟ ବୋଲି ପ୍ରଶଂସା କରି ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ଜାଭେଲିନ୍ ଥ୍ରୋ ଏଫ୍ ୪୬ ଇଭେଣ୍ଟରେ ଉଲ୍ଲେଖନୀୟ ସ୍ୱର୍ଣ୍ଣ ପଦକ ପାଇଁ @SundarSGurjar ଅଭିନନ୍ଦନ। ଏହା ଏକ ଅବିଶ୍ୱସନୀୟ ଉପଲବ୍ଧି । ଆଗକୁ ତାଙ୍କର ପ୍ରୟାସ ପାଇଁ ମୋର ଶୁଭେଚ୍ଛା।

   

BS

 



(Release ID: 1972015) Visitor Counter : 78