ପୋଷ୍ଟ କରାଯିବା ଦିନାଙ୍କ:
24 OCT 2023 1:07PM by PIB Bhubaneswar
ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମହିଳା ପାରା କାନୋ କେଏଲ୨ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରାଚୀ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ମହିଳା ପାରା କାନୋ କେଏଲ୨ ପ୍ରତିଯୋଗିତାରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରାଚୀ ଯାଦବଙ୍କୁ ଅଭିନନ୍ଦନ । ତାଙ୍କ ଅଭୂତପୂର୍ବ ପ୍ରଦର୍ଶନ ଭାରତକୁ ଗର୍ବିତ କରିଛି । ତାଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।’
SR