ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆନ୍ ପାରା ଗେମ୍ସରେ ଜାଭେଲିନ୍ ଥ୍ରୋ ରେ ରୌପ୍ୟ ପଦକ ଜିତିଥିବା ରିଙ୍କୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 OCT 2023 9:22PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସ ଜାଭେଲିନ୍ ଥ୍ରୋ ଏଫ୍ ୪୬ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ରିଙ୍କୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ଏସୀୟ ପାରା ଗେମ୍ସରେ ଜାଭେଲିନ୍ ଥ୍ରୋ ଏଫ୍ ୪୬ ଇଭେଣ୍ଟରେ ରିଙ୍କୁଙ୍କ ଚମତ୍କାର ରୌପ୍ୟ ପଦକ ପାଇଁ ତାଙ୍କୁ ଅଭିନନ୍ଦନ । ଆଗାମୀ ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି..
BS
(ରିଲିଜ ଆଡି: 1971644)
ପରିଦର୍ଶକ କାଉଣ୍ଟର : 106
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam