ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆନ୍ ପାରା ଗେମ୍ସରେ ପୁରୁଷ ଡିସ୍କସ୍ ଥ୍ରୋ ରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନୀରଜ ଯାଦବଙ୍କୁ ଅଭିନନ୍ଦନ ଜଣାଇଛନ୍ତି

Posted On: 24 OCT 2023 8:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସରେ ପୁରୁଷ ଡିସ୍କସ୍ ଥ୍ରୋ-ଏଫ୍ ୫୪/୫୫/୫୬ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆଥଲେଟ୍ ନୀରଜ ଯାଦବଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ତାଙ୍କୁ ଜଣେ ପ୍ରକୃତ ଚାମ୍ପିୟନ ଆଖ୍ୟା ଦେଇ ସେ ଯାଦବଙ୍କ ଅତୁଟ ପ୍ରତିବଦ୍ଧତା ପ୍ରୟାସକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ନୀରଜ ଯାଦବ ଜଣେ ପ୍ରକୃତ ଚାମ୍ପିୟନ।

ଏସିଆନ୍ ପାରା ଗେମ୍ସରେ ପୁରୁଷ ଡିସ୍କସ୍ ଥ୍ରୋ-ଏଫ୍ ୫୪/୫୫/୫୬ରେ ଚମତ୍କାର ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନୀରଜ ଯାଦବଙ୍କୁ ଅଭିନନ୍ଦନ। ତାଙ୍କର ଅସାଧାରଣ ସଫଳତା ତାଙ୍କର ଅତୁଟ ପ୍ରତିବଦ୍ଧତା ଏବଂ ପ୍ରୟାସକୁ ଦର୍ଶାଉଛି ଏହି ସଫଳତା ପାଇଁ ଭାରତ ଗର୍ବ ଅନୁଭବ କରୁଛି

 

BS

 



(Release ID: 1970809) Visitor Counter : 60