ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ସ୍ୱନିଧିର ପରିବର୍ତନକାରୀ ପ୍ରଭାବକୁ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
24 OCT 2023 7:19PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ଏକ ଅନୁସନ୍ଧାନ ରିପୋର୍ଟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହା ପ୍ରଧାନମନ୍ତ୍ରୀ ସ୍ୱନିଧି କାର୍ଯ୍ୟକ୍ରମ ଦ୍ୱାରା ପଡିଥିବା ସକରାତ୍ମକ ପ୍ରଭାବର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରେ ।
ଏସବିଆଇର ଗ୍ରୁପ୍ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟ କାନ୍ତି ଘୋଷଙ୍କ ଦ୍ୱାରା କରାଯାଇଥିବା ଗବେଷଣାରେ ଏହି ଯୋଜନାର ସାମଗ୍ରିକ ପ୍ରକୃତି ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ଏହା କିପରି ଆର୍ଥିକ ସଶକ୍ତୀକରଣର କାରଣ ହୋଇଛି ତାହା ଉପରେ ଆଲୋକପାତ କରିଛି
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସୌମ୍ୟ କାନ୍ତି ଘୋଷଙ୍କ ଏହି ଗଭୀର ଗବେଷଣା ପ୍ରଧାନମନ୍ତ୍ରୀ ସ୍ୱନିଧିର ପରିବର୍ତ୍ତନଶୀଳ ପ୍ରଭାବର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରୁଛି। ଏଥିରେ ଏହି ଯୋଜନାର ସାମଗ୍ରିକ ପ୍ରକୃତିକୁ ଉଲ୍ଲେଖ କରାଯାଇଛି ଏବଂ ଏହା କିପରି ଆର୍ଥିକ ସଶକ୍ତୀକରଣର କାରଣ ହୋଇଛି ତାହା ଉପରେ ଆଲୋକପାତ କରାଯାଇଛି।
BS
(रिलीज़ आईडी: 1970795)
आगंतुक पटल : 165
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam