ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ରୌପ୍ୟ ପଦକ ଜିତିଥିବା ଆଥଲେଟ୍ ରବି ରୋଙ୍ଗାଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 24 OCT 2023 7:06PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ପାରା ଗେମ୍ସର ପୁରୁଷ ସଟପୁଟ୍ ଏଫ୍ ୪୦ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ସଟ୍ ପୁଟ୍ ଆଥଲେଟ୍ ରବି ରୋଙ୍ଗାଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ରବିଙ୍କୁ ପ୍ରେରଣା ବୋଲି କହିଥିଲେ ଏବଂ ତାଙ୍କ ସଫଳତାକୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ପୁରୁଷ ସଟ୍ପୁଟ୍ ଏଫ୍ ୪୦ ଇଭେଣ୍ଟରେ ଚମତ୍କାର ରୌପ୍ୟ ପଦକ ପାଇଁ ପ୍ରତିଭାବାନ ରବି ରୋଙ୍ଗାଲିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ରବି ଅନେକଙ୍କ ପାଇଁ ପ୍ରେରଣା, ତାଙ୍କର ଉଲ୍ଲେଖନୀୟ ସଫଳତା ତାଙ୍କ ଅସାଧାରଣ ଶକ୍ତି ଏବଂ ସମର୍ପଣର ପ୍ରମାଣ।

 

 

 

BS


(ରିଲିଜ ଆଡି: 1970754) ପରିଦର୍ଶକ କାଉଣ୍ଟର : 127