ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଉଚ୍ଚଡିଆଁ ଟି୪୭ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନିଶାଦ କୁମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Posted On:
23 OCT 2023 5:39PM by PIB Bhubaneshwar
ଚୀନର ହାଙ୍ଗଝୌରେ ଚାଲିଥିôବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ଉଚ୍ଚଡିଆଁ ଟି୪୭ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନିଶାଦ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ପୁରୁଷ ଉଚ୍ଚଡିଆଁ ଟି୪୭ ପ୍ରତିଯୋଗିତାରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ହାସଲ ପାଇଁ ନିଶାଦ କୁମାରଙ୍କୁ ଅଭିନନ୍ଦନ । ତାଙ୍କର ପ୍ରଦର୍ଶନରେ ନିଷ୍ଠା ଏବଂ ଅନନ୍ୟ କୌଶଳ ଦେଖିବାକୁ ମିଳିଥିଲା । ପୁରା ଦେଶ ଏହି ଉଲ୍ଲେଖନୀୟ ସଫଳତାକୁ ଗର୍ବ ଏବଂ ଆନନ୍ଦନର ସହ ପାଳୁଛି ।’
SR
(Release ID: 1970753)
Read this release in:
Kannada
,
Malayalam
,
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu