ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସ ୨୦୨୨ରେ ମହିଳା ୧୦୦ ମିଟର ଟି୧୨ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିôବା ସିମ୍ରନ ଭଟ୍ସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 24 OCT 2023 1:10PM by PIB Bhubaneswar

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମହିଳା ୧୦୦ ମିଟର ଟି୧୨ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ସିମ୍ରନ ଭଟ୍ସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ମହିଳା ୧୦୦ ମିଟର ଟି୧୨ ପ୍ରତିଯୋଗିତାରେ ସିମ୍ରନ ଭଟ୍ସ

ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ଚମତ୍କାର ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ।

 

ଏହି ଉଲ୍ଲେଖନୀୟ ପ୍ରଦର୍ଶନ ତାଙ୍କ ନିଷ୍ଠା ଏବଂ ପ୍ରତିଭାର ପ୍ରମାଣ ।’

 

SR


(रिलीज़ आईडी: 1970741) आगंतुक पटल : 126
इस विज्ञप्ति को इन भाषाओं में पढ़ें: Bengali , Assamese , Tamil , Malayalam , English , Urdu , Marathi , हिन्दी , Manipuri , Punjabi , Gujarati , Telugu , Kannada