ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଇଟିବିପି ପ୍ରତିଷ୍ଠା ଦିବସରେ ଏହାର ଅଦମ୍ୟ ଏବଂ ବୀରତ୍ୱକୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ

Posted On: 24 OCT 2023 8:58AM by PIB Bhubaneshwar

ଆଇଟିବିପି ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଟିବିପି କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଆଇଟିବିପି ପ୍ରତିଷ୍ଠା ଦିବସରେ ମୁଁ ଆମ ଆଇଟିବିପି କର୍ମଚାରୀଙ୍କ ଅଦମ୍ୟ ଭାବନା ଏବଂ ବୀରତ୍ୱକୁ ସାଲ୍ୟୁଟ କରୁଛି । ସେମାନେ ଦେଶର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ପ୍ରଶଂସନୀୟ ମାନବୀୟ ଉଦ୍ୟମ ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ । ସେମାନେ ସମାନ ଆଗ୍ରହ ଏବଂ ଉତ୍ସାହ ସହ ସେବା ଜାରି ରଖନ୍ତୁ ।’

 

SR



(Release ID: 1970621) Visitor Counter : 55