ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସ ୨୦୨୨ରେ ମହିଳା ଆର୨ ୧୦ମିଟର ଏୟାର ରାଇଫଲ ଷ୍ଟାଣ୍ଡ ଏସଏଚ୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅଭନି ଲେଖାରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 23 OCT 2023 6:27PM by PIB Bhubaneshwar

 

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମହିଳା ଆର୨ ୧୦ମିଟର ଏୟାର ରାଇଫଲ ଷ୍ଟାଣ୍ଡ ଏସଏଚ୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅଭନି ଲେଖାରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ ପାରା ଗେମ୍ସ ୨୦୨୨ରେ ମହିଳା ଆର୨ ୧୦ମିଟର ଏୟାର ରାଇଫଲ ଷ୍ଟାଣ୍ଡ ଏସଏଚ୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅଭନି ଲେଖାରାଙ୍କୁ ଅଭିନନ୍ଦନ । ତାଙ୍କ ଅବିଶ୍ୱସନୀୟ କୌଶଳ ଏବଂ ନିଷ୍ଠା ଚମକ ଦେଖାଇଛି ଏବଂ ପୁଣି ଥରେ ଆମ ଦେଶକୁ ଗର୍ବିତ କରିଛି । ତାଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।’

 

SR


(रिलीज़ आईडी: 1970388) आगंतुक पटल : 125
इस विज्ञप्ति को इन भाषाओं में पढ़ें: Kannada , Malayalam , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu