ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମାତୃପ୍ରେମର ପ୍ରତୀକ ମା’ ସ୍କନ୍ଦମାତାଙ୍କ ଆଶୀର୍ବାଦ ଲୋଡ଼ିଲେ ପ୍ରଧାନମନ୍ତ୍ରୀ

Posted On: 19 OCT 2023 9:00AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାତୃପ୍ରେମର ପ୍ରତୀକ ମା ସ୍କନ୍ଦମାତାଙ୍କୁ ପ୍ରାର୍ଥନା କରି ତାଙ୍କର ସମସ୍ତ ଭକ୍ତ ପାଇଁ ଆଶୀର୍ବାଦ ଲୋଡ଼ିଛନ୍ତି ।

 

ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା (ସ୍ତୁତି) ମଧ୍ୟ ସେୟାର କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ନବରାତ୍ରୀରେ ଆଜି ମାତୃ ପ୍ରେମର ପ୍ରତୀକ ଦେବୀ ସ୍କନ୍ଦମାତାଙ୍କ ବିଶେଷ ପୂଜା କରାଯାଏ । ମା ତାଙ୍କର ସମସ୍ତ ଉପାସକଙ୍କୁ ନବଚେତନା ଏବଂ ନବସୃଜନର ଆଶୀର୍ବାଦ ଦିଅନ୍ତୁ, ଏହା ହିଁ କାମନା ।

 

SR



(Release ID: 1969018) Visitor Counter : 83